30.1 C
Bhubaneswar
Saturday, September 21, 2024
Homeଅପରାଧଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ

ଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ

ଅନୁଗୁଳ: ଲେଡିଜ ହଷ୍ଟେଲରେ ଛାତ୍ରଙ୍କ ଗଳାକାଟି ହତ୍ୟା ଉଦ୍ୟମ । ଟାଉନ ଥାନା ମିଶ୍ରପଡା ସ୍ଥିତ ଏକ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ । ରାତିରେ ଶୋଇଥିବା ବେଳେ କେହି ତଣ୍ଟି କାଟିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଥାନାରେ ଅଭିଯୋଗ ପରେ ହଷ୍ଟେରେ ପୋଲିସର ଛାନଭିନ ଜାରି । କେହି ସହପାଠୀ ତଣ୍ଟି କାଟିଥିବା ପରିବାରର ଅଭିଯୋଗ ହୋଇଛି ।

ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀକୁ ହତ୍ୟା !

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking