29.1 C
Bhubaneswar
Wednesday, June 4, 2025
Homeଓଡିଶାଚିଟଫଣ୍ଡ ଠକେଇ : ୨ ଜଣଙ୍କୁ ଜେଲ୍

ଚିଟଫଣ୍ଡ ଠକେଇ : ୨ ଜଣଙ୍କୁ ଜେଲ୍

ବାଲେଶ୍ୱର : ଚିଟଫଣ୍ଡ ଠକେଇ; ୨ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ । ଏମଜିଏଲ ଇନଫ୍ରା ପ୍ରାଇଭେଟ ଲିମିଟେଡର ୨ ଅଧିକାରୀଙ୍କୁ ଦଣ୍ଡାଦେଶ । ବିଏମ ଦବୀ ପରମାଣିକ ଓ ଏବିଏମ ଭଗବାନ ପ୍ରଧାନଙ୍କୁ ୩ ବର୍ଷ ଜେଲ୍ । ୩ ବର୍ଷ ଜେଲ୍ ସହ ୮୦ ହଜାର ଜରିମାନା ଶୁଣାଇଲେ ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ୨୦୧୩ରେ ସହଦେବଖୁଣ୍ଟା ଥାନାର କୋଟିଏ ଟଙ୍କାର ଠକେଇ ମାମଲା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking