26.1 C
Bhubaneswar
Monday, June 23, 2025
Homeଓଡିଶାଚାକିରି ନାଁରେ ଠକେଇ: ୪ ଗିରଫ

ଚାକିରି ନାଁରେ ଠକେଇ: ୪ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ ହୋଇଥିବା ସୂଚନା । ଠକେଇ ମାମଲାରେ ୪ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଘଟଣାରେ ଏବେ ବି ଜଣେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚାକିରି କରାଇଦେବା ନାଁରେ ପିଲା ପିଛା ୪୦ରୁ ୮୦ ହଜାର ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking