30.1 C
Bhubaneswar
Sunday, June 30, 2024
Homeଓଡିଶାଗିରିଖାତକୁ କାର୍ ଖସି ୮ ମୃତ

ଗିରିଖାତକୁ କାର୍ ଖସି ୮ ମୃତ

କୋହିମା : ନାଗାଲାଣ୍ଡର ସିମିନ୍ୟୁ ଜିଲ୍ଲାରେ ଗୋଟିଏ ଏସ୍‌ୟୁଭି ଗିରିଖାତକୁ ଖସିପଡିବା ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି । ରାଜଧାନୀ କୋହିମାଠାରୁ ୬୫ କିମି ଦୂର କେ.ଷ୍ଟେସନ ଗ୍ରାମ ନିକଟରେ ଗୋଟିଏ ବାଲି ବୋଝେଇ ଟ୍ରକ୍ ଉକ୍ତ ଏସ୍‌ୟୁଭିକୁ ପଛରୁ ଧକ୍କା ଦେବାଫଳରେ ଏହା ଗିରିଖାତକୁ ଖସିପଡିଥିଲା । ଧକ୍କାର ପ୍ରଭାବରେ ଟ୍ରକ୍‌ଟି ମଧ୍ୟ ଗିରିଖାତକୁ ଖସିପଡିଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking