26.1 C
Bhubaneswar
Monday, June 23, 2025
Homeଓଡିଶାଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ

ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷ ଥିମ ରହିଛି `କ୍ରିଏଟିଂ ହୋପ୍, ଥ୍ରୋ ଆକ୍ସନ’ । ଏ ନେଇ ରେସର୍ସ ଓ ରନର୍ସ କ୍ଲବ୍‌ ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖାର ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି ।

ପୃଥିବୀରେ ଯେଉଁ ପରିମାଣରେ ଆତ୍ମହତ୍ୟାର ସଂଖ୍ୟା ବଢ଼ି ଚାଲିଛି ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସଂଖ୍ୟା କମ୍‌ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଆତ୍ମହତ୍ୟା ନିବାରଣ କରିବାକୁ ହେଲେ ପ୍ରତ୍ୟେକ ଦିନ ଫିଜିକାଲ ଏକ୍ସରସାଇଜ୍‌ କରିବା ଆବଶ୍ୟକ । ଏହାଦ୍ବାରା ଜଣେ ବ୍ୟକ୍ତି ତାର ମାନସିକ ସ୍ଥିତି ଠିକ ରଖିପାରିବ ଓ ଖୁସିରେ ରହିପାରିବ । ଏହି ବାର୍ତ୍ତା ନେଇ ସାଇକେଲ୍ ଶୋଭାୟାତ୍ରା କରାୟାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking