30.1 C
Bhubaneswar
Saturday, May 4, 2024
Homeଓଡିଶାଆଜି ଦିନିକିଆ ଗସ୍ତରେ କଳାହାଣ୍ଡି ଆସିଛନ୍ତି ଓଡିଶା ପୋଲିସ ମହାନିର୍ଦେଶକ ଅଭୟ

ଆଜି ଦିନିକିଆ ଗସ୍ତରେ କଳାହାଣ୍ଡି ଆସିଛନ୍ତି ଓଡିଶା ପୋଲିସ ମହାନିର୍ଦେଶକ ଅଭୟ

କଳାହାଣ୍ଡି : ଆଜି ଦିନିକିଆ ଗସ୍ତରେ କଳାହାଣ୍ଡି ଗସ୍ତରେ ଆସିଛନ୍ତି ଓଡିଶା ପୋଲିସ ମହାନିର୍ଦେଶକ ଅଭୟ । ଭବାନୀ ପାଟଣା ରିଜର୍ବ ପୋଲିସ ପଡିଆ ଠାରେ ଡିଜି ଅଭୟ ସ୍ୱତନ୍ତ୍ର ପୋଲିସ ମହାନିର୍ଦେଶକ ସିଆରପିଏଫ କୁଲଦୀପ ସିଂ, ଗୁଇନ୍ଦା ନିର୍ଦେଶକ ଆର କେ ଶର୍ମା,ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ କେ ମହାନ୍ତି କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁର ଏସ୍ପିଙ୍କ ସହ ମାଓ ଦମନ ସମ୍ପର୍କ ରେ ବିଶୃତ ଭାବେ ଆଲୋଚନା କରି କେନ୍ଦ୍ରଫୋର୍ସ ଓ ରାଜ୍ୟ ପୋଲିସରର ମିଳିତ ସହଯୋଗ ରେ ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking