29.1 C
Bhubaneswar
Sunday, May 5, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରି ହଇରାଣରେ ପକାଇବେ । ବ୍ୟବସାୟରେ କ୍ଷତିର ସମ୍ଭବନା ଅଛି । ଭାତୃ ବିବାଦ ଲାଗିପାରେ । ସ୍ୱାସ୍ଥ୍ୟରେ ଅବନତି ଘଟିବ । ଶ୍ୱାସ ରୋଗରେ ପୀଡ଼ିତ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବେ ।

ବୃଷ : ଦୂର ଯାତ୍ରାର ଯୋଗ ଅଛି । ବ୍ୟବସାୟରେ ସାମାନ୍ୟ ଲାଭର ଆଶା ଅଛି । ସ୍ୱାସ୍ଥ୍ୟରେ ସମାନ୍ୟ ପରିବର୍ତନ ଘଟିବ । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପରିବାରେ ମତାନ୍ତର ଦେଖାଦେବ । ବିଦ୍ୟାର୍ଥୀମାନେ ଯଶସ୍ୱୀ ହେବେ ।

ମିଥୁନ : କର୍ମକ୍ଷେତ୍ରରେ ସୂନାମ ଅର୍ଜନ କରିବେ । ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପରିବାରରେ ଶାନ୍ତି ମିଳିବ । ନୂତନ ଜମି କ୍ରୟ କରିପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ ।

କର୍କଟ : କର୍ମକ୍ଷେତ୍ରରେ ସ‘ଳ ହେବେ । ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ । ରାଜନୈତିକ କ୍ଷେତ୍ରରେ ପ୍ରିୟଭାଜନ ହୋଇପାରନ୍ତି । ଆୟ ଉତମ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଧର୍ମକ୍ଷେତ୍ରରେ ମନ ବିନିଯୋଗ କରିବେ ।

ସିଂହ : ଆଜି ଆପଣଙ୍କର ଦିନଟି ଶୁଭ ଦାୟକ ହେବ । ଆୟ ପନ୍ଥା ଉତମ ହେବ । କୌଣସି ଏକ ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦରେ ସମୟ କାଟିବେ ।

କନ୍ୟା : ଅର୍ଥହାନି ହୋଇପାରେ । ଯାନବାହନରେ ଦୁର୍ଘଟଣା ହୋଇପାରେ । ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରର ଅଶା ସହ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା : ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଅନୁମାନ କରାଯାଉଛି । ବ୍ୟବସାୟରେ ଉନ୍ନତି ଘଟିବ । ପରିବାରେ ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନେ ସ‘ଳତା ପାଇବେ ।

ବିଛା : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକିରୀରେ ପ୍ରତିଷ୍ଠିତ ହେବେ । ବ୍ୟବସାୟରେ ଆଶାଦିତ ଲାଭ ପାଇବେ । ପରିବାରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହି ନପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ ।

ଧନୁ : ଶାରୀରିକ ସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଶୁଭ ‘ଳ ମିଳିବ । ବ୍ୟବସାୟରେ ଭଲରେ ଚାଲିବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପରିବାରେ ହସଖୁସିରେ ବାତାବରଣ ସୃଷ୍ଟି ହେବ । ଦ୍ରବ୍ୟ ଲାଭ ଯୋଗ ଅଛି ।

ମକର : କର୍ମ ନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରେ ହସ ଖୁସିରେ ବାତାବରଣ ଦେଖାଦେବ । ମହିଳାମାନେ ଖୁସି ରହିବେ ।

କୁମ୍ଭ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସ୍ୱାସ୍ଥ୍ୟରେ ଅବନତି ଗଟିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ମହିଳାମାନେ ଧର୍ମପରାୟଣ ହେବେ । ବ୍ୟବସାୟରେ ଲକ୍ଷ ପୂରଣ କରିବେ । ପରିବାରରେ ଶାନ୍ତି ମିଳିବ ।

ମୀନ : ଆଜି ବହୁତ ଲାଭ ହୋଇପାରେ । ଆକସ୍ମିକ ଧନଲାଭ ଅଛି । କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇପାରନ୍ତି । ପାରିବାରିକ ଜୀବନରେ ଖୁସି ହୋଇପାରନ୍ତି । ମହିଳାମାନେ ସର୍ବଦା ଖୁସି ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking