27.1 C
Bhubaneswar
Saturday, July 27, 2024
Homeଓଡିଶାକାଲି ଗଜପତିରେ ସବୁ ସ୍କୁଲ ଛୁଟି

କାଲି ଗଜପତିରେ ସବୁ ସ୍କୁଲ ଛୁଟି

ଗଜପତି: ବାତ୍ୟା ମିଗଜୋମ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା ରହିଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ କାଲି ସବୁ ସ୍କୁଲ ଛୁଟି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଛୁଟି ନିର୍ଦ୍ଦେଶ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking