26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଇସ୍ରାଏଲ ସହର ଉପରେ ୟେମେନର ହାଉଥି ଗୋଷ୍ଠୀର ମିସାଇଲ ମାଡ଼

ଇସ୍ରାଏଲ ସହର ଉପରେ ୟେମେନର ହାଉଥି ଗୋଷ୍ଠୀର ମିସାଇଲ ମାଡ଼

ଇସ୍ରାଏଲ: ଇସ୍ରାଏଲ ସହର ଉପରେ ୟେମେନର ହାଉଥି ଗୋଷ୍ଠୀର ମିସାଇଲ ମାଡ଼ । ଇସ୍ରାଏଲର ଦକ୍ଷିଣ ଭାଗରେ ଥିବା ଏଲିଏଟ ସହରରେ ଥିବା ସାମରିକ ଘାଟୀକୁ ଲକ୍ଷ୍ୟ କରି ଇରାନ ସମର୍ଥିତ ହାଉଥି ଗୋଷ୍ଠୀ ଏକାଧିକ ବାଲିଷ୍ଟିକ ମିସାଇଲ ମାଡ଼ କରିଛି । ଇସ୍ରାଏଲର ଦୂରଗାମୀ ଆରୋ ଏୟାର ଡିଫେନସ ସିଷ୍ଟମ ଏହାକୁ ପ୍ରତିହତ କରିଛି ।

ଏଥିଯୋଗୁ ଏଲିଏଟରେ ଘନ ଘନ ସାଇରନ ବାଜିଥିଲା । ରେଡ ସି ଉପରେ ହାଉଥିର ମିସାଇଲକୁ ନଷ୍ଟ କରିଦିଆଯାଇଛି । ଇସ୍ରାଏଲ ସୀମା ଭିତରେ କୌଣସି ମିସାଇଲ ପଡ଼ିନାହିଁ । ଏହାଦ୍ବାରା କୌଣସି କ୍ଷୟକ୍ଷତି ହୋଇନଥିବା ଆଇଡିଏଫ କହିଛି । ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରଠୁ ଏକାଧିକ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ମାଡ଼ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking