28.1 C
Bhubaneswar
Sunday, September 29, 2024
Homeଓଡିଶା୮/୧୦ ନୁହେଁ ୨୪ ଘଣ୍ଟା କାମ କର : ମୁଖ୍ୟମନ୍ତ୍ରୀ

୮/୧୦ ନୁହେଁ ୨୪ ଘଣ୍ଟା କାମ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୮ କି ୧୦ ଘଣ୍ଟା ନୁହେଁ ୨୪ ଘଣ୍ଟା କାମ କର । ପୁଲିସମାନଙ୍କ ଉଦେ୍ଧଶ୍ୟରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।ଆଜି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ ବ୍ୟକ୍ତିର ଆଚରଣ ଓ ଉଚ୍ଚାଚରଣରେ ଅଧା ସମସ୍ୟାରେ ସମାଧାନ ହୋଇଥାଏ । ଥାନାକୁ ଆସୁଥିବା ଲୋକଙ୍କ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ । ନ୍ୟାୟ ପାଇବା ପାଇଁ ସେମାନେ କେତେ କଷ୍ଟ କରନ୍ତି । ଥାନା ବାହାରେ ଦିନଯାକ ବସିଲେ ବି କେହି ଅଧିକାରୀ ପଚାରନ୍ତିନି । ଅମା କାମ ୮/୧୦ ଘଣ୍ଟାରେ ଶେଷ ହୁଏ ନାହିଁ । ୨୪ ଘଣ୍ଟା କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପଜିଟିଭ ଚିନ୍ତାଧାରାରେ କାମ କଲେ ସବୁ ସମ୍ଭବ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking