32.5 C
Bhubaneswar
Monday, June 29, 2026
Homeଓଡିଶାପୁଲିସଙ୍କୁ ମିଳିବ ବାଇକ: ମୁଖ୍ୟମନ୍ତ୍ରୀ

ପୁଲିସଙ୍କୁ ମିଳିବ ବାଇକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସମାନଙ୍କୁ ବାଇକ ଦିଆଯିବ । କାର୍ଯ୍ୟକୁ ସରଳ ଓ ସହଜ କରିବାକୁ  ସରକାରଙ୍କ ପକ୍ଷରୁ ବାଇକ ଦିଆଯିବ । ଆଜି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ ଥିବାରୁ କାର୍ଯ୍ୟ ଶୀଘ୍ର ହେଉନି । ପ୍ରତି ପୁଲିସଙ୍କୁ ବାଇକ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ । ତାଙ୍କ ନାମରେ ବାଇକ ଦିଆଯିବ । ସେମାନେ ଯେଉଁ ଥାନାକୁ ଗଲେ ମଧ୍ୟ ଉକ୍ତ ବାଇକକୁ ସାଙ୍ଗରେ ନେଇଯିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking