31.1 C
Bhubaneswar
Thursday, April 30, 2026
Homeଓଡିଶାକିରୋସିନ୍ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କିରୋସିନ୍ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଜୟପୁର: ଟାଟା ପାୱାର ମନମାନି ପାଇଁ କ୍ୟାନ୍ସର ପୀଡିତାଙ୍କ ଆତ୍ମାହୁତି ଉଦ୍ୟମ। ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ। ପାୱାର ହାଉସ୍‌ ଛକରେ ଥିବା ଅଫିସରେ ମହିଳା ଆତ୍ମାହୂତି ଉଦ୍ୟମ କରିଥିଲେ। ମହିଳାଙ୍କ ଘର ଭିତରେ ଟାଟା ପାୱାର ଇଲେକ୍ଟ୍ରି ଖୁଣ୍ଟ ପୋତିଥିବା ଅଭିଯୋଗ ହୋଇଛି। ଖୁଣ୍ଟ ହଟାଇବାକୁ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ବି ମିଳୁନି ସୁଫଳ। ଓଲଟା ଟାଟା ପାୱାର ଘର ମାଲିକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ମେଡିକାଲରେ ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking