29.1 C
Bhubaneswar
Tuesday, February 10, 2026
Homeଓଡିଶାମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର : କାଲିମେଳା ଥାନା ଅନ୍ତର୍ଗତ ଗୁମକା ଗ୍ରାମରେ ଚାଞ୍ଚଲ୍ୟ | ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି | ଏହି ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି|ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ଗୁମକା ଗ୍ରାମର ମାଲା ମାଡକାମୀଙ୍କ ପତ୍ନୀ ସୀଙ୍ଗେ ମାଡକାମୀ   ଘରେ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ଜଣେ ଯୁବକ ଘରେ ପଶି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି | ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଗଛରେ ବାନ୍ଧି ନିର୍ଧୁମ ଛେଚି ଥିବାର ଜଣା ପଡ଼ିଛି |ଏଣେ ଖବର ପାଇ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking