28.5 C
Bhubaneswar
Wednesday, April 22, 2026
Homeଓଡିଶାବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲେ ମହିଳା

ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲେ ମହିଳା

କୋରାପୁଟ: କୋରାପୁଟ ଓଏମପିସ୍ଥିତ ଉପରଲାଇନରେ ଥିବା କ୍ୱାର୍ଟରରେ ଅଗ୍ନିକାଣ୍ଡ। ଜଳିଗଲେ ମହିଳା। ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିନ୍ତୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶାଶୁ ଓ ପୁଅ। ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ କରିଛି। ମହିଳାଙ୍କ ସ୍ୱାମୀ ଆଇଆରବିରେ ଚାକିରି କରୁଥିବା ଜଣାପଡ଼ିଛି। ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଘର ଭିତରେ କିପରି ନିଆଁ ଲାଗିଲା ସେ ନେଇ କିଛି ତଥ୍ୟ ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking