27.1 C
Bhubaneswar
Sunday, September 29, 2024
Homeଓଡିଶାରାଜ୍ୟରେ କାଲି ପରଠାରୁ କମିବ ଶୀତ !

ରାଜ୍ୟରେ କାଲି ପରଠାରୁ କମିବ ଶୀତ !

ଭୁବନେଶ୍ୱର : ରାଜ୍ୟରେ କାଲି ପରଠାରୁ କମିବ ଶୀତ, ବଢିବ କୁହୁଡି । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ କାଲି ଯାଏଁ ରହିବ । ୧୩ ଓ ୧୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କତା ଜାରି । ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜାଲ୍ଲାରେ କୁହୁଡି ମାତ୍ରାଧିକ ରହିବ । ଘନ କୁହୁଡି ପାଇଁ ୨୩ରେ ୧୦ ଓ ୨୪ ରେ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ।

ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking