27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଶୀତ ଦିନରେ କାହିଁକି ଫାଟିଯାଏ ତ୍ୱଚା....ଆସନ୍ତୁ ଜାଣିବା....

ଶୀତ ଦିନରେ କାହିଁକି ଫାଟିଯାଏ ତ୍ୱଚା….ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ଶୀତ ଦିନରେ ସାଧାରଣତଃ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଆପଣମାନେ ପ୍ରାୟତଃ ଲକ୍ଷ୍ୟ କରିଥିବେ କି, ଗାଧୋଇବା ପରେ ଅଧିକାଂଶ ଲୋକଙ୍କ ଚର୍ମ ଶୁଖିଲା ଦେଖାଯାଏ । ତେବେ ଏହାର ପଛରେ କଣ ରହିଛି କାରଣ ? ଶୀତ ଦିନରେ ସାଧାରଣତଃ ମୁହଁ ଶୁଖିଲା ଭଳି ଲାଗେ । ମୁଖ୍ୟତଃ ଥଣ୍ଡା ପବନ ପାଇଁ ଚର୍ମ ଶୁଖିଯାଇଥାଏ ।

ଶୀତଦିନରେ ଲୋକେ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପାଇଥାନ୍ତି । ଗରମ ପାଣିରେ ଗାଧୋଇବାକୁ ମଜା ଲାଗେ । ମାତ୍ର ଏହା ତ୍ବଚା ପାଇଁ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଦ୍ବାରା ନାଚୁରାଲ ଅଏଲ ବାହାରିଯାଏ । ଏପରି ପରିସ୍ଥିତିରେ ଚର୍ମକୁ ମଶ୍ଚରାଇଜ୍ କରିବାର ଆବଶ୍ୟକତା ଅଛି । ଅନ୍ୟ ଏକ କାରଣ ହେଉଛି କି, ସାବୁନ ଲଗାଇବା ଦ୍ବାରା ଚର୍ମ ଶୁଖି ଯାଇଥାଏ । ଏଣୁ ଗାଧୋଇବା ପରେ ପ୍ରଥମେ ମଶ୍ଚରାଇଜ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking