26.1 C
Bhubaneswar
Friday, September 20, 2024
Homeଓଡିଶା୫ଟି ବିଭାଗରେ ମନ୍ତ୍ରୀ କିଏ ? : ପ୍ରତାପ

୫ଟି ବିଭାଗରେ ମନ୍ତ୍ରୀ କିଏ ? : ପ୍ରତାପ

ଭୁବନେଶ୍ୱର: ୫ଟି ସଚିବଙ୍କୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ପ୍ରତାପ ଷଢଙ୍ଗୀ । ବରିଷ୍ଟ ବିଜେପି ନେତା ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗୀଙ୍କ ପ୍ରଶ୍ନ । ୫ଟି ସଚିବଙ୍କ ପଦବୀ କଣ ଓ ସେ ବିଭାଗର ମନ୍ତ୍ରୀ କିଏ ବୋଲି ପଚାରିଲା । ନବୀନ ସରକାର ଗଣତନ୍ତ୍ର ହତ୍ୟାକାରୀ ଭାବେ ସ୍ଥାନ ପାଇବେ ବୋଲି କହିଛନ୍ତି ପ୍ରତାପ ଷଢଙ୍ଗୀ । ବୁକ୍ ସର୍କୁଲାର ଓ ପଦମର୍ଯ୍ୟାଦା କଥା କହୁଥିବା ନେତା ନିରବ କାହିଁକି । ଲୋକ ପ୍ରତିନିଧିଙ୍କୁ ଅପମାନିତ କରିବା ଅଧିକାର ନବିନଙ୍କୁ କିଏ ଦେଲା ବୋଲି କହିଛନ୍ତି ପ୍ରତାପ ଷଢଙ୍ଗୀ ।

ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking