16.1 C
Bhubaneswar
Monday, December 16, 2024
Homeଓଡିଶାଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର

ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର

ଭୁବନେଶ୍ୱର : ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ ଏଣିକି ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ଆଂଟିବାୟୋଟିକ୍ ଲେଖିବା ସମୟରେ ଏହାର କାରଣ ଓ ଯଥାର୍ଥତା ମଧ୍ୟ ଉଲ୍ଲେଖ କରିବେ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking