ଭୁବନେଶ୍ୱର: ଡ୍ରାଇଭରଙ୍କ ସନେ୍ଦହଜନକ ମୃତୁ୍ୟ ପରେ କ୍ୱାକ୍ ଅଟକ । କ୍ୱାକ୍ ନାଁରେ ହତ୍ୟା ଅଭିଯୋଗ ଆଣିଲେ ଡ୍ରାଇଭରଙ୍କ ପରିବାର । କାଲି କାର୍ରେ ଲେଶଇସିଂହାର କୁଟାସିଘା ଆସିଥିଲେ କ୍ୱାକ୍ । ଆସିଥିବା କାର୍ର ଡ୍ରାଇଭରଙ୍କୁ ପରେ ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ । ଭୀମଭୋଇ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । କ୍ୱାକଙ୍କୁ ଧରି ପୁଇଁତଳା ଥାନା ପୋଲିସ ଜିମା ଦେଲେ ପରିବାର ।