34.1 C
Bhubaneswar
Thursday, March 20, 2025
Homeଓଡିଶା୧୩ % ପୁଞ୍ଜିକୁ ଧରି ଆଗକୁ ବଢିବୁ : ଭକ୍ତ    

୧୩ % ପୁଞ୍ଜିକୁ ଧରି ଆଗକୁ ବଢିବୁ : ଭକ୍ତ    

ଭୁବନେଶ୍ୱର : ୧୩ ପ୍ରତିଶତ ପୁଞ୍ଜିକୁ ଧରି ଆଗକୁ ବଢିବୁ ।  ଓଡିଶାରେ ଜାଗରଣର ବାତାବରଣ ସୃଷ୍ଟି ହୋଇନି । ଜାଗରଣ ସୃଷ୍ଟି କରିବା ପାଇଁ କାମ କରିବାକୁ ପଡିବ । ଯଦି କାମ ଚାଲିଥିବ ତେବେ କିଏ କାହିଁକି ଦିଲ୍ଲୀ ଯିବ ।  ବୁଥ ପଞ୍ଚାୟତ  ଥିବା ସଂଗଠନ ସକ୍ରିୟ ଜରୁରୀ ହେବ ।  ୧୩ ପ୍ରତିଶତ ଧରି ଆଗକୁ ବଢିବାକୁ ହେବ । ପଞ୍ଚାୟତ ନିର୍ୱାଚନରେ ଆମେ ୨ ନମ୍ବରରେ ଆସିବୁ । ତିନି ମାସ ପରେ ରେଜଲ୍ଟ ସାମ୍ନାକୁ ଆସିବ । ଆଗକୁ ସାରା ରାଜ୍ୟ ବୁଲିବି । ସୋକଙ୍କୁ ଭେଟିବି । ବିଜେଡି ଓ ବିଜେପିର ଦୁର୍ୱଳତା କଣ ଆମେ ଜାଣୁ ।  ଠିକ ସମୟରେ ଠିକ ଜବାବ ଦିଆଯିବ । ଆଗକୁ ଅନେକ ଜନାଭିମୁଖୀ କାମ କରିବୁ । ଆଗକୁ ଅନେକ  ନେତା କଂଗ୍ରେସ କୁ ଆସିବେ । ଲୋକେ କଂଗ୍ରେସମୁହାଁ ହେବାକୁ ଚାହୁଁଛନ୍ତି ।   ଓଡିଶାରେ କଂଗ୍ରେସକୁ ନୂଆ ଦିଗ ଦେବାକୁ ପ୍ରସ୍ତୁତ । ବଡଙ୍କୁ ସମ୍ମାନ ଦେବି , ସାନଙ୍କୁ ନେଇ ଆଗକୁ ବଢିବି କହିଛନ୍ତି ଭକ୍ତ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking