35.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟମଧୁମେହ ରୋଗୀଙ୍କ ପାଇଁ ରାମବାଣ ହୋଇଥାଏ ତରଭୁଜ ଜୁସ୍‌

ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହୋଇଥାଏ ତରଭୁଜ ଜୁସ୍‌

ଭୁବନେଶ୍ୱର : ସାଧାରଣତଃ ଫିଟ୍ ଆଉ ଫାଇନ୍ ରହିବାକୁ କିଏ ବା ନଚାହେଁ । ନିଜ ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କିଛି ଲୋକ ସାଧାରଣତଃ ସକାଳୁ ଜୁସ୍ ପିଇବାକୁ ଭଲ ପାଆନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ସମ୍ପର୍କରେ , ଯାହାକୁ ସକାଳେ ପିଇବା ଦ୍ବାରା ଏସିଡିଟି ସମସ୍ୟା ଦୂର ହୁଏ । ତେବେ ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ। ଏହି ଜୁସ୍‌କୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ରୁ ବି ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ମଧୁମେହ ରୋଗ ପାଇଁ ଏହା ମହୌଷଧି ସଦୃଶ କାର୍ଯ୍ୟ କରେ। ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ। ତରଭୁଜ ଜୁସ୍‌ ମେଦବହୁଳତା କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking