19.1 C
Bhubaneswar
Sunday, January 11, 2026
Homeଓଡିଶାସ୍ଲିପର କୋଚ୍ ବସ୍‌ରେ ରହିବ ପାଣି ଟାଙ୍କି: ମନ୍ତ୍ରୀ

ସ୍ଲିପର କୋଚ୍ ବସ୍‌ରେ ରହିବ ପାଣି ଟାଙ୍କି: ମନ୍ତ୍ରୀ

ଭୁବନେଶ୍ୱର: ସ୍ଲିପର କୋଚ୍ ବସ୍‌ରେ ପାଣି ଟାଙ୍କି ଓ ସ୍ପ୍ରିଙ୍କଲର୍ ବାଧ୍ୟତାମୂଳକ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍ଲିପର କୋଚ୍ ପାଇଁ ଥିବା ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସ୍ଲିପର କୋଚ୍‌ରେ ରହିବ ଗୋଟିଏ ପାଣି ଟାଙ୍କି । କୋର୍ଟଙ୍କ ନିର୍ଦ୍ଦେଶନାମା ଥିବାରୁ କଡାକଡି ପାଳନ କରାଯିବ । ଏସି ବସ୍‌ରେ ଅଧିକ ନିଆଁ ଲାଗୁଥିବାରୁ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ । ସ୍ପ୍ରିଙ୍କଲର ଲଗାଇବା ବାଧ୍ୟତାମୂଳକ କରାଯିବ । ସବୁ ନିୟମକୁ ବସ୍ ମାଲିକ ଅନୁପାଳନ କରିବେ କହିଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking