27.1 C
Bhubaneswar
Wednesday, July 3, 2024
Homeଓଡିଶାରଥଯାତ୍ରାରେ ଭିଆଇପିଙ୍କୁ ମନ୍ଦିରପ୍ରବେଶ ମନା

ରଥଯାତ୍ରାରେ ଭିଆଇପିଙ୍କୁ ମନ୍ଦିରପ୍ରବେଶ ମନା

ଭୁବନେଶ୍ୱର : ରଥଯାତ୍ରା ଦିନ କୌଣସି ଭିଆଇପି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତାକାଲି ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ରଥଯାତ୍ରାରେ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ରଥଯାତ୍ରା ଦିନ ଭିଆଇପିଙ୍କୁ ମନ୍ଦିର ପ୍ରବେଶ ମନା । ଏଥିସହ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking