32.1 C
Bhubaneswar
Saturday, March 14, 2026
Homeଖେଳକୁସ୍ତି ସେମିଫାଇନାଲରେ ବିନେଶ ଫୋଗଟ

କୁସ୍ତି ସେମିଫାଇନାଲରେ ବିନେଶ ଫୋଗଟ

ନୂଆଦିଲ୍ଲୀ : ପ୍ୟାରିସ ଅଲମ୍ପିକ୍ସ କୁସ୍ତି ସେମିଫାଇନାଲରେ ବିନେଶ ଫୋଗଟ । ୫୦ କେଜି ଫ୍ରି ଷ୍ଟାଇଲରେ ସେମିକୁ ହେଲେ ଉର୍ଣ୍ଣୀତ । ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ ପଏଣ୍ଟରେ ହରାଇ ସେମିରେ କଲେ ପ୍ରବେଶ । ବିନେଶ ଫୋଗଟଙ୍କ ସେମିଫାଇନାଲ ଆଜି ରାତି ୯.୪୫ରେ ହେବ । ତେବେ ଏହି ମ୍ୟାଚ ଜିତିଲେ ସେ ଫାଇନାଲରେ ପ୍ରବେଶ କରିବେ । ସେ କ୍ୱାଟର ଫାଇନାଲରେ ଜାପାନର ସୁସାକିଙ୍କୁ ହରାଇଥିଲେ ।

ଫାଇନାଲରେ ନିରଜ ଚୋପ୍ରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking