36.1 C
Bhubaneswar
Saturday, May 18, 2024
Homeଅପରାଧସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ, ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ

ସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ, ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ

ବୌଦ୍ଧ :ସ୍ତ୍ରୀ କୁ ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ | ସ୍ତ୍ରୀ କୁ ମାରିବାପରେ ପୋଲିସ କୁ ଖବର ଦେଲା ଅଭିଯୁକ୍ତ | ହାଣି ମାରିଦେଇଥିବା ଜଣାଇ ପୋଲିସ କୁ ଆସିବା ପାଇଁ କହିଲା | ପୋଲିସ କୁ ଡାକିବା ପରେ ସମ୍ପର୍କୀୟଙ୍କୁ ବି ଖବର ଦେଲା | ସମସ୍ତେ ଘରେ ପହଂଚିବା ପରେ ପୋଲିସ ପାଖେ ଆତ୍ମସମର୍ପଣ କଲା ଅଭିଯୁକ୍ତ | ହରଭଙ୍ଗା ବ୍ଲକ ସାମ୍ପୁଚ ଗାଁ ରେ ସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ |

ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡି ମହିଳା ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking