30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଉତ୍ତରାଖଣ୍ଡ: ଗିରିଖାତକୁ କାର୍ ଖସି ୩ ଶିଶୁ ମୃତ

ଉତ୍ତରାଖଣ୍ଡ: ଗିରିଖାତକୁ କାର୍ ଖସି ୩ ଶିଶୁ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ନିଉ ତେହରି ଜିଲ୍ଲା ଅନ୍ତର୍ଗତ ପ୍ରତାପନଗର ନିକଟରେ ସୋମବାର ଗୋଟିଏ କାର୍ ୧୦୦ ମିଟର ଗଭୀର ଗିରିଖାତକୁ ଖସିପଡିବାରୁ ସେଥିରେ ଯାତ୍ରା କରୁଥିବା ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ତେବେ ଦୁର୍ଘଟଣା ପୂର୍ବରୁ ଡ୍ରାଇଭର କାର୍‌ରୁ ଲମ୍ଫପ୍ରଦାନ କରି ଜୀବନ ବଞ୍ଚାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୃତକଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନେ ପୁଜାର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking