36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକାବୁଲ୍‌ରେ ଆମରିକାର ଏୟାର ଷ୍ଟ୍ରାଇକ୍‌

କାବୁଲ୍‌ରେ ଆମରିକାର ଏୟାର ଷ୍ଟ୍ରାଇକ୍‌

କାବୁଲ : କାବୁଲ ବିମାନ ବନ୍ଦର ନିକଟରେ ଅରାମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ରଏଟର୍ସ ସୂତ୍ରରୁ ପ୍ରକାଶ । ଅନ୍ତର୍ଜାତ୍ରୀ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ସୂତ୍ରରୁ ପ୍ରକାଶ । ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆମରେିକାର ଡ୍ରୋନ୍ ଆକ୍ରମଣ ସୂଚନା । ଆଇଏସ୍‌ଆଇଏସ୍‌-କେର ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏହି ଡ୍ରୋନ୍ ଆକ୍ରମଣ । ଆତ୍ମଘାତୀ ବିସ୍ପୋରଣକକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଛି ବୋଲି ଜଣାପଡ଼ିଛି । କାବୁଲ ବିମାନ ମନ୍ଦର ଆକ୍ରମଣ ପାଇର୍ ଆତଙ୍କବଦୀର ଯୋଜନା ଥିଲା । ଗାଡ଼ିରେ କାବୁଲ ବିମାନ ବନ୍ଦର ଅଭିମୁଖେ ଯାଉଥବବା ବେଳେ ଏହି ଆକ୍ରମଣ ହୋଇଛି ।

କାବୁଲ ବିମାନବନ୍ଦର ପାଖରେ ରକେଟ ମାଡ଼ କରାଯାଇଥିବା ନେଇ ସୂଚନା ମିଳିଛି | କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଆବାସିକ ଅଞ୍ଚଳ ଖାଜେହ ବାଗ୍ରାରେ ରକେଟ ମାଡ଼ କରାଯାଇଥିବା ଜଣାପଡିଛି | କୁହାଯାଉଛି ଯେ ଟାର୍ଗେଟ କରି ଘର ଉପରେ ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଭାଇରାଲ ହେଉଥିବା ଫଟୋରେ ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି | ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂସ୍ଥା ଏହି ଘଟଣା ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦର ଉପରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking