28.1 C
Bhubaneswar
Wednesday, December 4, 2024
Homeଅପରାଧଝିଆରିକୁ ଲୁହା ରଡ୍‌ରେ ମାରି ଲହୁଲୁହାଣ କଲା କକା, କାରଣ କ’ଣ ଜାଣନ୍ତୁ....

ଝିଆରିକୁ ଲୁହା ରଡ୍‌ରେ ମାରି ଲହୁଲୁହାଣ କଲା କକା, କାରଣ କ’ଣ ଜାଣନ୍ତୁ….

ବାଲେଶ୍ୱର: କକା ଜମିରେ ପଶି ଆସିବାରୁ ଝିଆରିକୁ ଲୁହା ରଡ୍‌ରେ ମାରି ଲହୁଲୁହାଣ । ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରି ପଞ୍ଚାୟତ ନାଫରାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ମମତା ଭୂୟାଁଙ୍କ ଝିଅ ସ୍କୁଲରୁ ଘରକୁ ଫରିବା ବେଳେ ଭୁଲବଶତଃ ବିବାଦୀୟ ରାସ୍ତା ଦେଇ ଚାଲି ଆସିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା ।

କକା ଶଙ୍କର ଭୂୟାଁ ହିତାହିତ ଜ୍ଞାନ ଭୁଲି ଯାଇ ଝିଆରୀକୁ ଏକ ଲୁହାରଡ଼ରେ ମାଡ଼ ମାରିଥିଲା । ଝିଅକୁ ଉଦ୍ଧାର କରିବାକୁ ଯାଇ ମା’ ମମତା ଭୂୟାଁ ମଧ୍ୟ ଦିଅର ଶଙ୍କର ଭୂୟାଁର ଆକ୍ରମଣ ଶିକାର ହୋଇଥିଲେ । ଏନେଇ ଚନ୍ଦନେଶ୍ୱର ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ କିନ୍ତୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ : ରାସ୍ତା ମଝିରେ ଜନ୍ମ କଲା ବାପା ମାଆଙ୍କୁ ହାଣିଲା ପୁଅ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking