32.1 C
Bhubaneswar
Saturday, June 22, 2024
Homeଓଡିଶାପାଣିରେ ବୁଡି ଦୁଇ ଶିଶୁ ପୁତ୍ର ମୃତ

ପାଣିରେ ବୁଡି ଦୁଇ ଶିଶୁ ପୁତ୍ର ମୃତ

ରେଢାଖୋଲ : ପୋଖରୀରେ ବୁଡି ଦୁଇ ଶିଶୁପୁତ୍ର ମୃତ । ରେଢାଖୋଲ ସହର କଳିନ୍ଦର ଗାଁରେ ଅଘଟଣ ଘଟିଛି । ବାପା ମା’ କାମ କରିବା ବେଳେ ବୁଡିଗଲେ ଶିଶୁପୁତ୍ର । ସ୍ଥାନୀୟ କୁକୁଡା ଫାର୍ମରେ କାମ କରୁଥିଲେ ବାପା ମା’ । ଉଦ୍ଧାର ପରେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ହେଉଛନ୍ତି ଅନୁଗୁଳ ଟିକରପଡାର ଟୁକୁନା ସେଠଙ୍କ ଶିଶୁପୁତ୍ର । ତେବେ ମୃତ ନାବାଳକ ବୟସ ସାଢେ ୩ ବର୍ଷ ଓ ଅଢେଇ ବର୍ଷ ସୂଚନା । ଖେଳୁଥିବାବେଳେ ପୋଖରୀରେ ପଡିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking