24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପାକିସ୍ତାନ ସରକାରଙ୍କ ଟ୍ୱିଟର୍ ହ୍ୟାଣ୍ଡଲ୍ ଭାରତରେ ୱିଥ୍‌ହେଲ୍ଡ

ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ହ୍ୟାଣ୍ଡଲ୍ ଭାରତରେ ୱିଥ୍‌ହେଲ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ ଅଶକ୍ଟଙ୍ଖଗ୍ଧକ୍ଟଲକ୍ଟ୍ରବଳସଗ୍ଦଗ୍ଧବଦ୍ଭ ଭାରତରେ ୱିଥ୍‌ହେଲ୍ଡ ହୋଇଯାଇଛି । ଯଦି କେହି ଏହା ଖୋଜୁଛନ୍ତି, ତେବେ ଏହାର ଟାଇମ୍‌ଲାଇମ୍ ଶୋ କରୁନାହିଁ । ସୂଚନାଯୋଗ୍ୟ, ଏକ ବର୍ଷ ମଧ୍ୟରେ ତୃତୀୟ ଥର ଏପରି ଘଟଣା ଘଟିଛି । ଏହା ପୂର୍ବରୁ ୨୦୨୨ ଜୁଲାଇ ଏବଂ ଅକ୍ଟୋବରରେ ମଧ୍ୟ ପାକ୍ ସରକାରଙ୍କ ଟ୍ୱିଟର୍ ହ୍ୟାଣ୍ଡଲ୍ ଭାରତରେ ୱିଥ୍‌ହେଲ୍ଡ ହୋଇଥିଲା । ତେବେ ପରେ ଏହା ସକ୍ରିୟ ହୋଇଥିଲା । ଟ୍ୱିଟର୍‌ର ଗାଇଡ୍‌ଲାଇନ୍ସ ଅନୁସାରେ, ଏପରି କାର୍ଯ୍ୟାନୁଷ୍ଠାନ ଆଇନଗତ ଦାବି କିମ୍ବା କୋର୍ଟ ନିଷ୍ପତ୍ତିରେ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking