25.1 C
Bhubaneswar
Saturday, January 4, 2025
Homeଦେଶ ବିଦେଶପାକିସ୍ତାନରେ ଏହି ସବୁ ସୋସିଆଲ ମିଡିଆ ଆପ ବ୍ୟାନ

ପାକିସ୍ତାନରେ ଏହି ସବୁ ସୋସିଆଲ ମିଡିଆ ଆପ ବ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନରେ ଟ୍ୱିଟର, ଫେସବୁକ, ୟୁଟ୍ୟୁବ, ହ୍ୱାଟସଆପ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରାଯାଇଛି । ଏହି ସୋସିଆଲ ମିଡିଆ ଆପସ ଉପରେ ସକାଳ ୧୧ଟାରୁ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା । ଶୁକ୍ରବାର ପାକିସ୍ତାନ ଗୃହ ମନ୍ତ୍ରାଳୟ ଏହି ସୂଚନା ପ୍ରଦାନ କରିଛନ୍ତି ।
ପାକିସ୍ତାନ ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି ନିର୍ଦ୍ଦେଶ ଦେଇ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରିଛନ୍ତି ।
ଖବର ଅନୁସାରେ, ଏକ ଦଳ ଦ୍ୱାରା ହିଂସା ଘଟିବା ପରେ ଆଇନ ବ୍ୟବସ୍ଥାକୁ ଦୃଢ ରଖିବା ଉଦ୍ଦେଶ୍ୟରେ କରାଯାଇଛି । ପାକିସ୍ତାନରେ ଚାଲିଥିବା ବିରୋଧ ପ୍ରଦର୍ଶନ ରୋକିବାରେ ଅସଫଳ ଥିବା ପାକିସ୍ତାନ ସରକାର ଏବେ ଲୋକଙ୍କ ଅଭିବ୍ୟକ୍ତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଅନଲାଇନରେ ହୋଇପାରେ ୟୁଜି, ପିଜି ପରୀକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking