30.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଟ୍ରେନ ସହ ପିଟିହେଲା ଟ୍ରକ

ଟ୍ରେନ ସହ ପିଟିହେଲା ଟ୍ରକ

ମୁମ୍ବାଇ: ରେଳଧାରଣା ଉପରେ ଧକ୍କା ହେଲା ଟ୍ରକ୍ ଓ ଟ୍ରେନ୍ । ଏକ୍ସପ୍ରେସ ସହ ଟ୍ରକର ଭୟଙ୍କର ଦୁର୍ଘଟଣା । ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ସହ ପିଟିହେଲା ଏକ ଟ୍ରକ୍ । ମହାରାଷ୍ଟ୍ର ବୋଦୱଡ୍ ରେଳ ଷ୍ଟେସନ ନିକଟ ରେଲୱେ କ୍ରସିଂରେ ଦୁର୍ଘଟଣା । ତେବେ ସୂଚନା ମୁତାବକ, ଟ୍ରକଟି ରେଲୱେ କ୍ରସିଂରେ ପାରି ହେବା ବେଳେ ଦୂରରୁ ଆସୁଥିବା ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ସହ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଭୟଙ୍କର ଥିବା ବେଳେ ଟ୍ରକ୍ ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି । ମାତ୍ର କାହାରି କିଛି କ୍ଷତି ହୋଇନି । ଟ୍ରକ୍ ଚାଳକ ସୁରକ୍ଷିତ ଥିବା ବେଳେ ଟ୍ରେନ୍ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳେ ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରାକକୁ ସଫା କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking