28.9 C
Bhubaneswar
Thursday, June 18, 2026
Homeଓଡିଶାଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲା ପାଟଣା ଥାନା ଫୁଲ୍ ପାହାଡି ଗ୍ରାମର ଗୋପିନାଥ ମୁଣ୍ଡାଙ୍କ ପୁଅ ରାଜେଶ ମୁଣ୍ଡା (୧୬) ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ସୋମବାର ଘର ପଛ ପଟ ଏକ ଗଛରୁ ଉଦ୍ଧାର କରିଛି ।ରବିବାର ଅପରାହ୍ନରୁ ନିଖୋଜ ଥିବା ରାଜେଶର ଝୁଲାନ୍ତ ମୃତଦେହ ହୁଡ଼ିର ଏକ ଗଛରେ ଦେଖି ଗୋପିନାଥ ପାଟଣା ପୋଲିସକୁ ସୂଚନା ଦେଇଥିଲେ। ଗୋପୀ ନାଥ ପୁଅକୁ କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଓ କଲ ରେକର୍ଡକୁ ଆଧାର କରି ଆମେ ତଦନ୍ତ ଆରମ୍ଭ କରିଛୁ ବୋଲି ଏଏସଆଇ ଗୌର ହରି ଗର୍ଦିଆ କହିଛନ୍ତି । ସୋମବାର ପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking