30.1 C
Bhubaneswar
Monday, May 20, 2024
Homeଓଡିଶାପ୍ରଶାସନିକ ସ୍ତରରେ ଅଦଳବଦଳ: ଭଦ୍ରକ ଜିଲ୍ଲାପାଳ ହେଲେ ତ୍ରିଲୋଚନ ମାଝୀ

ପ୍ରଶାସନିକ ସ୍ତରରେ ଅଦଳବଦଳ: ଭଦ୍ରକ ଜିଲ୍ଲାପାଳ ହେଲେ ତ୍ରିଲୋଚନ ମାଝୀ

 

ଭୁବେନଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରେର ଅଦଳ ବଦଳ କରାଯାଇଛି । ଏହି କ୍ରମେର ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଘୋଷଣା କରାଯାଇଥିବା ବେଳେ  ସେରାଜ କୁମାର ସେଠୀଙ୍କୁ ଢେଙ୍କାନାଳର ଜିଲ୍ଲାପାଳ ଭାବେର ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନେିଦ୍ଦର୍ଶକ ଭୋବ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ପଞ୍ଚାୟତିରାଜ ନେିଦ୍ଦର୍ଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରେିବଶ ବିଭାଗ ଅତିରିକ୍ତ ସଚିବ ଭୋବ ନିଯୁକ୍ତି ମିଳିଛି । ଢେଙ୍କାନାଳ ଜିଲ୍ଲାପାଳ ଥିବା ଭେୂମଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ବିଭାଗ ନେିଦ୍ଦର୍ଶକ ଭୋବ ନିଯୁକ୍ତି ମିଳିଛି । ଅନ୍ୟପକ୍ଷେର ସେରାଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭୋବ ନିଯୁକ୍ତି ଦିଆଯାଇଛି । ଆୟୁଷ ବିଭାଗ ନେିଦ୍ଦର୍ଶକ ଭୋବ ବତ୍ତର୍ମାନ କାର୍ଯ୍ୟ କରୁଥିବା ତ୍ରେିଲାଚନ ମାଝିଙ୍କୁ ଭଦ୍ରକ ଜିଲ୍ଲପାଳ ଭୋବ ନୂଆ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking