28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟ୍ରାକ୍ଟର ଟ୍ରଲି ଓଲଟି ୪ ତୀର୍ଥଯାତ୍ରୀ ମୃତ

ଟ୍ରାକ୍ଟର ଟ୍ରଲି ଓଲଟି ୪ ତୀର୍ଥଯାତ୍ରୀ ମୃତ

ଚଣ୍ଡିଗଡ: ତୀର୍ଥଯାତ୍ରୀଙ୍କୁ ନେଇ ପଞ୍ଜାବରୁ ରାଜସ୍ଥାନ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ହରିଆଣାର ସିର୍‌ସା ନିକଟରେ ଓଲଟି ପଡ଼ିବା ଫଳରେ ଦୁଇଜଣ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ପୁଲିସ ଅନୁସାରେ, ପଞ୍ଜାବର ପତିଆଲା ଜିଲ୍ଲା ଅନ୍ତର୍ଗତ ପାତ୍ରାନ୍ ଅଞ୍ଚଳର ବିଭିନ୍ନ ଗ୍ରାମର ଯାତ୍ରୀ ଟ୍ରାକ୍ଟର ଟ୍ରଲିରେ ରାଜସ୍ଥାନର ଗୋଗାମେଦିରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଗୁରୁବାର ସନ୍ଧ୍ୟାରେ ହରିଆଣାର ସିର୍‌ସା ନିକଟରେ ଟ୍ରଲିର ହୁକ୍ ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking