26.1 C
Bhubaneswar
Sunday, November 17, 2024
Homeଓଡିଶାଟମାଟୋ ଫ୍ଲୁ ଆତଙ୍କିତ ହେବା ଭଳି ରୋଗ ନୁହେଁ

ଟମାଟୋ ଫ୍ଲୁ ଆତଙ୍କିତ ହେବା ଭଳି ରୋଗ ନୁହେଁ

ଭୁବନେଶ୍ୱର : ମହାମାରୀ କରୋନା ର ତାଣ୍ଡବ ପରେ ଏବେ ପୁଣି ଭୟ ବଢାଉଛି ଟମାଟୋ ଫ୍ଲୁ । ଟମାଟୋ ଫ୍ଲୁ ଆତଙ୍କିତ ହେବା ଭଳି ରୋଗ ନୁହେଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୯୯ପ୍ରତିଶତ ରୁ ଅଧିକ ଆକ୍ରାନ୍ତ ଭଲ ହୋଇ ଯାଆନ୍ତି । ଏଥିରେ ମୃତ୍ୟୁ ସଂଖ୍ୟା ବହୁତ କମ୍ । ଏହା ସପ୍ତାହେ ଭିତରେ ଭଲ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ପିଲାଙ୍କୁ ହେଲେ ଆଇସୋଲେସନ୍ ରେ ରଖି ଲକ୍ଷଣ ଅନୁସାରେ ଔଷଧ ଦିଅନ୍ତ । ତେଣୁ ଭୟ ନ କରି ରୋଗର ଉପ ଯୁକ୍ତ ଚିକିତ୍ସା କରିବାକୁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking