23.1 C
Bhubaneswar
Tuesday, March 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି । ନିଜ ସମ୍ମାନକୁ ନିଜେ ଜଗି ଚଳିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସହାୟତା ପାଇବେ ।

ବୃଷ : ଆଜି ବ୍ୟବସାୟରେ ଲାଭଜନକ ହେବ । ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଆତ୍ମ ସଂଯମୀ ହୋଇପାରନ୍ତି । କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି । ଜଣେ ଉତମ ପରାମର୍ଶ ଦାତା ହେବେ ।

ମିଥୁନ : ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି । ସୁଖ ସନ୍ତୋଷ ଲାଭ କରିପାରନ୍ତି । ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ । ପ୍ରତ୍ୟକ କାର୍ଯ୍ୟ ଶୀଘ୍ର କରିବାକୁ ଉଦ୍ୟମ ଜାରି ରଖିବେ । ମହିଳାମାନେ ଦୂରଯାଗାକୁ ଯିବେ ।

କର୍କଟ : ଆଜି ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କର୍ତବ୍ୟନିଷ୍ଠ ହେବେ । ଉତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭ ହେବ ।

ସିଂହ : ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଦିନସାରା ଆନନ୍ଦ ଉଲ୍ଲାସରେ ଲାଗି ରହିବେ । ଅର୍ଥ ପ୍ରାପ୍ତିର ସୂଚନା ଅଛି ।

କନ୍ୟା : ଆୟ ପାଇଁ ନୂତନ ପନ୍ଥା ଯୋଗାଡ଼ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ସତକର୍ମରେ ବ୍ୟୟ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ଶତ୍ରୁ ବିଜୟୀ ହେବେ ।

ତୁଳା : ସୁଖୀ ହେବେ । ସମ୍ମାନୀତ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ରୂଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବିଛା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟୟ ବୃଦ୍ଧି ଘଟିପାରେ । ସୁବର୍ଣ୍ଣ ଯୁକ୍ତ ହେବାର ସୁଯୋଗ ଅଛି । ରାଜବଂଶ ପୂଜିତ ହେବେ ।

ଧନୁ : ସହକର୍ମୀମାନଙ୍କ ସହାୟତା ଅନୁଭବ କରିପାରନ୍ତି । ସରକାରଙ୍କ ତରଫରୁ ସମ୍ମାନୀତ ମିଳିବ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । କାର୍ଯ୍ୟ ସଫଳତା ମିଳିବ ।

ମକର : ଆଜି ସରକାରୀ ସ୍ତରରେ ସମ୍ମାନୀତ ହେବେ । ବ୍ୟବସାୟରେ ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଳାସ ବ୍ୟସନରେ ବୁଡ଼ି ରହିବେ । ସରକାରୀ ଅର୍ଥ ମିଳିପାରେ । ଗୃହ ପରିବଶେ ମୁକ୍ତ ରହିବେ ।

କୁମ୍ଭ : ଆଜି ଅତିଥି ବନ୍ଧୁ ସତତ୍କାରରେ ମନଦେବେ । ସେବା ପରାୟଣ ହେବେ । ପୂଜ୍ୟ ପୂଜାକୁ ଗ୍ରହଣ କରିପାରନ୍ତି । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ ।

ମୀନ : ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ସେବା ପୂଜାରେ ମନନିବେଶ କରିବେ । ଅଭାବରୁ ମୁକ୍ତି ମିଳିବ । ଶାରୀରିକ ପୀଡ଼ା ଅନୁଭବ କରିବେ । ଚନ୍ଦ୍ରଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking