30.1 C
Bhubaneswar
Monday, May 20, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

➡️ଛୁଆମାନେ ଅଇଁଠା ଛାଡିଲେ ମା ଖାଇଦିଏ, ଭାଇ ଅଇଁଠା ଛାଡିଲେ ଭଉଣୀ ଖାଇଦିଏ, ସ୍ବାମୀ ଅଇଁଠା ଛାଡିଲେ ସ୍ତ୍ରୀ ଖାଇଦିଏ ।
ଯଦି କେବେ ମା ଭଉଣୀ ସ୍ତ୍ରୀ ଅଇଁଠା ଛାଡି ଦିଅନ୍ତି ତାହେଲେ କୌଣସି ପୁରୁଷ ଖାଆନ୍ତି ନାହିଁ
କାରଣ ଦୁନିଆରେ ସବୁ ପ୍ରକାରର ସହନଶୀଳତା ଆଉ ତ୍ଯାଗ ଶକ୍ତି ଭଗବାନ କେବଳ ନାରୀ ମାନଙ୍କୁ ଦେଇଛନ୍ତି ।
➡️ଏଇ ପୃଥିବୀରେ ଦୁଇ ଜଣ ଜ୍ଯୋତିଷ ଅଛନ୍ତି, ଜଣେ ଯିଏ ମନର କଥା ବୁଝିପାରେ ସିଏ ହେଉଛି ” ମା ” ଯିଏ ଭବିଷ୍ୟତର କଥା ବୁଝିପାରେ ସେ ହେଉଛନ୍ତି ” ବାପା ”

➡️ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଦା, ପିମ୍ପୁଡିମାନଙ୍କୁ ଖାଇଥାଆନ୍ତି ।ସେହି ପକ୍ଷୀଟି ମରିଗଲେ ଜନ୍ଦା,ପିମ୍ପୁଡିମାନେ ତାକୁ ଖାଆନ୍ତି ।ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ୍ ନୁହେଁ ।

*➡️ଜୀବନ ଆମକୁ Lease ରେ ମିଳିଛି।Registry ପଛରେ ପଡ଼ ନାହିଁ।ମସ୍ତ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଅଦ୍ୟ ଜାନୁଆରୀ ମାସ ୧୪ ତାରିଖ ୨୦୨୩ ମସିହା(ଶନିବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-କୃଷ୍ଣପକ୍ଷ

ତିଥି- ସପ୍ତମୀ ରାତ୍ରି ଘ୦୭/୩୦ ଗତେ ଅଷ୍ଟମୀ

ନକ୍ଷତ୍ର-ହସ୍ତା ଦିବା ଘ୦୬/୫୯ ଗତେ ଚିତ୍ରା

ଚନ୍ଦ୍ର- କନ୍ୟା

ଯୋଗ- ଅତିଗଣ୍ଡ

କରଣ – ଵିଷ୍ଟି

ସୌରମାସ- ମକର ୦୧ ଦିନ

ଅଦ୍ୟ ମକର ସକ୍ରାନ୍ତି

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୪୭

*✧═════•❁❀

ଯୋଗିନୀ ବୟବ୍ୟେ ରାତ୍ରି ଘ୦୭/୩୦ ଗତେ ଐଶାନ୍ୟ

ବୃଷ ରାଶିର ଘାତଚନ୍ଦ୍ର

ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
H
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଦିବା ଘ୦୪/୦୦ ଗତେ ଘ୦୫/୨୩ ମଧ୍ୟେ

ବାରବେଳା – ଦିବା ଘ୦୧/୧୫ ଗତେ ଘ୦୨/୩୮ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୯ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୧/୧୫ ମଧ୍ୟେ ଓ ଘ୦୩/୧୫ ଗତେ ଘ୦୪/୦୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୧୦/୧୦ ଗତେ ଘ୧୧/୦୦ ମଧ୍ୟେ*

═✧*══•❁❀❁•═════✧

ଅଦ୍ୟ ତାଳ ରାତ୍ରି ଘ୦୭/୩୦ ଗତେ ନଡିଆ ଭକ୍ଷଣ ନିଷେଧ

ଆଜିର ରାଶିଫଳ 

🌹ମେଷ🌹👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।

✧═════•❁❀❁•═════✧

🌹ବୃଷ🌹👉: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

✧═════•❁❀❁•═════✧

🌹ମିଥୁନ🌹👉: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।

✧═════•❁❀❁•═════✧

🌹କର୍କଟ🌹👉: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।

✧═════•❁❀❁•═════✧

🌹ସି˚ହ🌹👉: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।

✧═════•❁❀❁•═════✧

🌹କନ୍ୟା🌹👉: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

✧═════•❁❀❁•═════✧

🌹ତୁଳା 🌹 👉: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।

✧═════•❁❀❁•═════✧

🌹ବିଛା🌹👉: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।

✧═════•❁❀❁•═════✧

🌹ଧନୁ🌹👉: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

✧═════•❁❀❁•═════✧

🌹ମକର🌹👉: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

✧═════•❁❀❁•═════✧

🌹କୁମ୍ଭ🌹👉: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।

✧═════•❁❀❁•═════✧

🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking