31.1 C
Bhubaneswar
Wednesday, April 29, 2026
Homeଓଡିଶାସମୁଦ୍ରରେ ବୁଡି ଗଲେ ୩ ପର୍ଯ୍ୟଟକ: ଜଣେ ମୃତ

ସମୁଦ୍ରରେ ବୁଡି ଗଲେ ୩ ପର୍ଯ୍ୟଟକ: ଜଣେ ମୃତ

ବାଲେଶ୍ୱର: ସମୁଦ୍ରରେ ବୁଡିଗଲେ ୩ ପର୍ଯଟକ । ସେଥିମଧ୍ୟରୁ ଜଣେ ମୃତ, ଜଣେ ନିଖୋଜ । ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଘଚିଛି ଏଭଳି ଅଘଚଣ । ୩ ପର୍ଯ୍ୟଟକ ଭାସିଯାଇଥିବା ପ୍ରଶାସନ ପକ୍ଷରୁ ସ୍‌ପିଡ ବୋଟ ଜରିଆରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା ସେଥିମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking