34.1 C
Bhubaneswar
Saturday, May 18, 2024
Homeଅପରାଧବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ତିନି ଗିରଫ

ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ତିନି ଗିରଫ

ପୁରୀ : ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ପୁରୀ ସଦର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀ ବାନମ୍ବର୍ ବେହେରା,ପ୍ରଶାନ୍ତ ପ୍ରଧାନ ଓ ଚକ୍ରଧର ବେହେରା। ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ବାଇକ୍,୩ ମୋବାଇଲ ଓ ୧୨୦୦ ଟଙ୍କା ଜବତ ହୋଇଛି।

ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଏହି ତିନି ଜଣ ବ୍ରାଉନ ସୁଗାର ସହ ମାଳତୀପାଟପୁର ଓଭରବ୍ରିଜ ଉପରେ ବାଇକ୍ ସହ ଛିଡା ହୋଇଥିବାବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking