ନୂଆଦିଲ୍ଲୀ: ରାଜ୍ୟରେ ଜାରି ରହିଥିବା ପରିବେଶ ପ୍ରଦୁଷଣକୁ ନଜରରେ ରଖି ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଛନ୍ତି ସରକାର। ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଉପରେ ଲାଗିଥିବା ନିଶେଧାଦେଶ ନେଇ ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ନିଷେଧ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।