17.1 C
Bhubaneswar
Tuesday, December 9, 2025
Homeଓଡିଶାସ୍ୱଚ୍ଛସାଥୀଙ୍କୁ ବ୍ୟବହାର ଖରାପ କରିଥିଲେ: ଜଗନ୍ନାଥ

ସ୍ୱଚ୍ଛସାଥୀଙ୍କୁ ବ୍ୟବହାର ଖରାପ କରିଥିଲେ: ଜଗନ୍ନାଥ

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ନିନ୍ଦା କଲେ ଜଗନ୍ନାଥ ପ୍ରଧାନ । କହିଲେ, ଜଣେ ସ୍ୱଚ୍ଛସ୍ୱାଥୀଙ୍କୁ ଖରାପ ବ୍ୟବହାର କରିଥିଲେ । ଏପ୍ରସଙ୍ଗରେ ରତ୍ନାକର ସାହୁଙ୍କୁ ପଚାରିଥିଲି । ମୋତେ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଅତିରିକ୍ତ କମିସନର ଫୋନରେ ଖରାପ ବ୍ୟବହାର କରିଥିଲେ । ଯିଏବି କରିଛି ତାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେଉ । ମୁଁ କହିଛି ଗୋଟିଏ ହାତରେ ତାଳି ବାଜେନି । ୨୪ ବର୍ଷର ଶାସନ ହାତରୁ ଖସି ଯିବାରୁ ଏବେ ହତାଶ । ବିଜେଡି ମେୟରଙ୍କ ନେତୃତ୍ୱରେ ବିଏମଏସି ଚାଲିଛି । ୩୪ ନମ୍ବର ୱାର୍ଡ ସ୍ୱଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ । କାହିଁକି ବିଜେପି ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ । ସ୍ୱଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଆଉ ଯେତେବେଳ ମୁଁ ଏକଥା ଫୋନରେ ପଚାରିଲି କମିଶନର ତମେ କିଏ କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking