27.2 C
Bhubaneswar
Thursday, April 16, 2026
Homeଓଡିଶାନାବାଳିକାକୁ ମାରି ଫିଙ୍ଗିଦେଲେ!

ନାବାଳିକାକୁ ମାରି ଫିଙ୍ଗିଦେଲେ!

ଅନୁଗୁଳ: ନିଖୋଜ ନାବାଳିକାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ନାବାଳିକା ହେଲେ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁର ବାସିନ୍ଦା । କାଲି ଦିନ ୩ଟା ସମୟ ପରଠାରୁ ନ ମିଳିବାରୁ ଥାନାରେ ଏତଲା କରିଥିଲେ ମୃତକଙ୍କ ବାପା । ଆଜି ସକାଳ ଘର ପାଖ ନାଳରୁ କ୍ଷତାକ୍ତ ଅବସ୍ଥାରେ ମିଳିବାରୁ ହତ୍ୟା ସନ୍ଦେହ କରାଯାଉଛି । ମନ୍ଦ ଉଦ୍ଦେଶ୍ୟ ରଖି କେହି ୧୦ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking