30.1 C
Bhubaneswar
Monday, June 16, 2025
Homeଓଡିଶାହତ୍ୟା କରି ଫିଙ୍ଗିଦେଲେ ମୃତଦେହ !

ହତ୍ୟା କରି ଫିଙ୍ଗିଦେଲେ ମୃତଦେହ !

ବଲାଙ୍ଗୀର:  ଅଟୋ ଭିତରୁ ମୃତଦେହ ଉଦ୍ଧାର । ଏଭଳି ଚାଞ୍ଚଲ୍ୟକର ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ  ଲରମ୍ବା ଥାନା ଦମେଇପାଳି ଗାଁ ନିକଟରେ ରେ ଘଟିଛି । ଅଟୋରେ ଥିବା ମୃତଦେହ ଛାଡି ପଳାଇଲେ ଦୁବୃତ୍ତ ।  ହତ୍ୟା କରି ଅଟୋରେ ଆଣିଥିବା  ସୂଚନା ମିଳିଛି । ଦୁବୃତ୍ତ ଜଣଙ୍କ ଛତିଶଗଡ ଦର୍ୱେକେଳା ଅଞ୍ଚଳର ବୋଲି ସୂଚନା ମିଳୁଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking