28.1 C
Bhubaneswar
Saturday, May 9, 2026
Homeଓଡିଶାଡ୍ୟାମରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଡ୍ୟାମରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

କଟକ : ଚୌଦ୍ବାର ଡମଡମଣି ଡ୍ୟାମରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଟକ ସଦର ଅରିଲୋର ବୋଲି ସୂଚନା ମିଳିଛି । ସେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସିଥିଲେ । ଗାଧୋଇବାବେଳେ ସେ ଡମଡମଣି ଡ୍ୟାମରେ ବୁଡି ଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking