30.1 C
Bhubaneswar
Saturday, October 5, 2024
Homeଅପରାଧଗାଁ’ଦାଣ୍ଡରେ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା

ଗାଁ’ଦାଣ୍ଡରେ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା

ଚାନ୍ଦବାଲି: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗାଁ’ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା । ଏମିତିକା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୁଆଁଳରେ । ଅଭିଯୋଗ ମୁତାବକ ଗତକାଲି ଭାବେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଶୁରାମ ବେହେରା ନାମକ ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ୨ ଜଣ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିଲେ । ଛାତ୍ରୀ ଦ୍ୱୟ ଏନେଇ ନିଜ ଅଭିଭାବକଙ୍କ ପାଖରେ କହିବା ପରେ ଆଜି ବିଚାର ହେବାର ଥିଲା । ହେଲେ ତାପୂର୍ବରୁ ଉକ୍ତ ଶିକ୍ଷକକୁ ଅଭିଭାବକମମାନେ ଡାକି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବାର ଦେଖିବାକୁ ମିଳିଛି ।

ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking