ଭୁବନେଶ୍ୱର : ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮, ଭୁବନେଶ୍ୱର ୪୧.୬ ଡ଼ିଗ୍ରୀ, ରାଉରକେଲା ୪୦.୬, ବାଲେଶ୍ୱର ୩୯.୮, ଚାନ୍ଦବାଲି ୩୮.୨, ଗୋପାଳପୁର ୩୫, ପାରାଦୀପ ୩୪.୬, ପୁରୀ ୩୫.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।