ନୂଆଦିଲ୍ଲୀ: ଛୁଆବେଳେ ବାପା-ମାଆଙ୍କୁ ଟଙ୍କା ମାଗିଲା ବେଳେ ସେ ଅନେକଥର କହିଥାନ୍ତି କି, ‘ଟଙ୍କା କେଉଁ ଗଛରେ ଫଳୁନି । କିନ୍ତୁ ଆଜି ଆମେ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି, ଯେଉଁଥିରେ ସତରେ ଟଙ୍କା ଫଳୁଛି । ତେବେ ବ୍ରିଟେନରେ ଏକ ଗଛ ଅଛି, ଯେଉଁଥିରେ ସତରେ ଗଛରେ ଟଙ୍କା ଫଳୁଛି । ଏହି ଗଛଟି ମୁଦ୍ରା ଲାଗି ରହିଛି, ଯାହାକି ପିକ୍ ଡିଷ୍ଟ୍ରିକ୍ଟରେ ରହିଛି । ଏହି ଗଛଟି ପ୍ରାୟ ୧୭୦୦ ବର୍ଷ ପୁରୁଣା । ଯଦିଓ ଏହି ଗଛରେ ମୁଦ୍ରାଗୁଡ଼ିକ ଆପେ ଆପେ ଫଳିନିି, କିନ୍ତୁ ହଜାର ହଜାର ମୁଦ୍ରା ଗଛରେ ଲାଗି ରହିଛି ।