25.1 C
Bhubaneswar
Monday, October 7, 2024
Homeଓଡିଶା୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର

୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ଏବେ ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରାଯାଇଛି । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ୫ହଜାର ଟଙ୍କା ମିଳିବ ।

ଏହା ବ୍ୟତୀତ ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ୩ ହଜାର ଟଙ୍କା ମିଳିବ । ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ପ୍ରୋତ୍ସାହନ ରାଶି ମିଳିବ । ପ୍ରୋତ୍ସାହନ ରାଶି ଚଳିତ ଫେବୃଆରୀ ମାସରୁ ମିଳିବ ବୋଲି ଘୋଷଣା କରାଯାଇଛି ।

ନବୀନ ମୋଦୀ କୋଳାକୋଳି ଓଡ଼ିଆ ଅସ୍ମିତା ଦେଲେ ହୁଗାଳି : କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking