ଫୁଲବାଣୀ : ପୁଅ ନେଲା ବୃଦ୍ଧା ମା ର ଜୀବନ । ମାନସିକ ବିକୃତ ଥିବାରୁ ନିଜ ମା ର ଜୀବନ ନେଇଗଲା ପୁଅ । ବୃଦ୍ଧା ମା କୁ ପିଟି ପିଟି ମାରିଦେଲା ମାନସିକ ବିକୃତ ଥିବା ପୁଅ । ଟାଉନଥାନା ବାଡାଙ୍ଗୀ ସାହିରେ ଅଭାବନୀୟ ଘଟଣା । ପୋଲିସ ହେପାଜତ ରେ ହତ୍ୟା ଅଭିଯୁକ୍ତ ମାନସିକ ବିକୃତ ।
ଜୁନ୍ ପ୍ରଥମ ସପ୍ତାହରେ ଅସମ୍ଭାଳ ତାତି : କାଳବୈଶାଖୀ ଲାଗି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ